ଜଗନ୍ନାଥଙ୍କ ନୂଆ ଭଜନ “ଜୀବନରେ ଅଙ୍କ”… ଅସୀମାଙ୍କ କଣ୍ଠରେ ଶୁଣନ୍ତୁ…
- ଭୁବନେଶ୍ୱର//TATKAL MUSIC//
“ଜୀବନର ଅଙ୍କ କଷୁ କଷୁ ମୁଁଯେ’ ହରଣରେ ହାରିଗଲି
ଜୀବନର ବାଟ ଚାଲୁ ଚାଲୁ ପରା ଅବାଟରେ ଝୁଣ୍ଟିଗଲି”…
ଆପଣମାନେ ବହୁତ୍ ଭଜନ ଶୁଣିଛନ୍ତି, ଏହି ଭଜନ ଶୁଣନ୍ତୁ, ତା’ର ଶବ୍ଦ….ଭାବ ଓ ସଙ୍ଗୀତକୁ ପରଖନ୍ତୁ…….ଆଉ ଭଲ ପାଇବା ଦିଅନ୍ତୁ…
Release today
Odia bhajan…
” ଜୀବନ ର ଅଙ୍କ “
- SINGER – ASEEMA PANDA
- LYRIC – TUNU PATTANAYAK
- MUSIC – TUNU PATTANAYAK & MAHENDRA NATH MALLIK.
ଏଭଳି ଶ୍ରୁତିମଧୁ୍ର ଭକ୍ତି ଗୀତକୁ ବାରମ୍ବାର ଶୁଣନ୍ତୁ…YOUTUBE LINK