ଗଣେଶୋତ୍ସବ: 7000 ଶାମୁକାର ନିର୍ମିତ ‘ବାଲି ଗଣେଶ’

0
  • ପୁରୀ ସମୁଦ୍ର ବେଳାଭୂମି ଶିଳ୍ପୀ ସୁଦର୍ଶନଙ୍କ କଳାକୃତି
  • ସାରା ବିଶ୍ୱରେ ପାଳନ ହେଉଛି ଗଣେଶ ଚତୁର୍ଥୀ

ପୁରୀ, ଭୁବନେଶ୍ୱର//TATKAL ODISHA//

ବକ୍ରତୁଣ୍ଡଂ ମହାକାୟ 
ସୂର୍ୟ କୋଟି ସମପ୍ରଭ।
ନିର୍ବିଘ୍ନମ୍ କୁରମେ ଦେବ
ସର୍ବ କାର୍ଯ୍ୟେଷୁ ସର୍ବଦା ।।
   ଭାଦ୍ରବ 
ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କର ପୂଜା କରାଯାଏ । ବିଶେଷକରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏହି ପୂଜା କରାଯାଇଥାଏ । ଆଲୋକମାଳା ମଣ୍ଡିତ ତୋରଣରେ ସୁସଜ୍ଜିତ ମଣ୍ଡପ ଗୁଡ଼ିକ ଆକର୍ଷକ ହୋଇଥାନ୍ତି ।

ଓଡିଶା ସମେତ ଭାରତର ସବୁ ପ୍ରାନ୍ତରେ ଗଣେଶ ଚତୁର୍ଥୀ ମହା ସମାରୋହରେ ପାଳନ ହେଉଛି I ନେପାଳ, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ନିଉଜିଲାଣ୍ଡ, କାନାଡ଼ା, ଫିଜି, ମାଲେସିଆ, ଟ୍ରିନିଦାଦ, ୟୁରୋପ ଓ ସାଉଥ ଆଫ୍ରିକାର ଗଣେଶ ପୂଜା ପାଳନ ହେଉଛି I

ଓଡ଼ିଶାରେ ଜଟଣୀରେ ଏଗାର ଦିନ ଧରି ଗଣେଶ ଉତ୍ସବ ପାଳନ ହୁଏ I ଚଳିତ ବର୍ଷ କରୋନା କଟକଣା ଭିତରେ ହେଉଛି I

ପୁରୀ ସମୁଦ୍ର ବେଳାଭୂମିରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ 7000 ସମୁଦ୍ର ଶାମୁକାର ବାଲିରେ ନିର୍ମିତ ଗଣେଶ ମୂର୍ତ୍ତିରେ ସଂଯୋଜିତ କରିଛନ୍ତି I ଏହା ଏକ ବିରଳ କୃତି I ବହୁ ଦର୍ଶକ ଦେଖି

Leave A Reply

Your email address will not be published.