ଦ୍ଵିତୀୟ ପର୍ଯ୍ୟାୟ କୋଭିଡ ଟେଷ୍ଟ :ସବୁ ନେଗେଟିଭ

0

EXCLUSIVE //ତତ୍କାଳ ଓଡ଼ିଶା//

ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ କୋଭିଡ ଟେଷ୍ଟ ରିପୋର୍ଟ ଆସିଛି I ଏଥିରେ ସମସ୍ତଙ୍କର ନେଗେଟିଭ ଥିବା ଜଣାପଡ଼ିଛି I

ସୂଚନାନୁସାରେ ଦ୍ଵିତୀୟ ପର୍ଯ୍ୟାୟରେ 403 ଜଣଙ୍କର କୋଭିଡ ଟେଷ୍ଟ ହୋଇଥିଲା I ଏଥିରେ ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକ ଅନ୍ତର୍ଭୁକ୍ତ ଥିଲେ I ମନ୍ତ୍ରୀ ଓ ବିଧାୟକଙ୍କର ଆରଟି-ପିସିଆର, ଆଣ୍ଟିଜେଣ୍ଟ ଓ ଆଣ୍ଟି ବଡି ଟେଷ୍ଟ ହୋଇ ଥିଲା ବେଳେ କର୍ମଚାରୀ ଓ ସାମ୍ବାଦିକଙ୍କର କେବଳ ଆରଟି-ପିସିଆର ଓ ଆଣ୍ଟିଜେଣ୍ଟ ପରୀକ୍ଷା ହୋଇଛି I

ମୋଟ 403ଙ୍କର ରିପୋର୍ଟ ନେଗେଟିଭ ଅଛି I

ପ୍ରଥମ ପର୍ଯ୍ୟାୟରେ ମୋଟ 520 ଜଣଙ୍କର କୋଭିଡ ଟେଷ୍ଟ ହୋଇଥିଲା I ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ରିପୋର୍ଟ ନେଗେଟିଭ ଥିଲା I ଆଉ ଗୋଟିଏ ପର୍ଯ୍ୟାୟ ରିପୋର୍ଟ ଆସିବାକୁ ବାକି ରହିଛି I

  • ଦେଖନ୍ତୁ TATKAL ODISHAର ପ୍ରଥମ ପର୍ଯ୍ୟାୟ ରିପୋର୍ଟ..

ପ୍ରଥମ ପର୍ଯ୍ୟାୟ କୋଭିଡ ଟେଷ୍ଟ : 2 ପଜିଟିଭ

ପ୍ରଥମ ପର୍ଯ୍ୟାୟ କୋଭିଡ ଟେଷ୍ଟ : 2 ପଜିଟିଭ

Leave A Reply

Your email address will not be published.