ପୌରନିର୍ବାଚନ ବିଳମ୍ବ ନେଇ ହାଇକୋର୍ଟଙ୍କ ନୋଟିସ

0

* 4 ସପ୍ତାହ ମଧ୍ୟରେ ଜବାବ ତଳବ

  • କଟକ, ଭୁବନେଶ୍ୱର//TATKAL ODISHA//
  • ପୌର ନିର୍ବାଚନ କାହିଁକି ବିଳମ୍ବ ହେଉଛି? ରାଜ୍ୟ କଣ ପଦକ୍ଷେପ ଗ୍ରହଣ କଲେଣି?

ରାଜ୍ୟରେ ପୌର ନିର୍ବାଚନ ବିଳମ୍ବ ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ ଦେଇଛନ୍ତି । 4 ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ । ମୁଖ୍ୟ ନିର୍ବାଚନ କମିଶନ ଓ ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି I

ମାମଲା ପରିଚାଳନା କରୁଥିଲେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ I ସେ କହିଥିଲେ, ପୌର ନିର୍ବାଚନ ଅହେତୁକ ବିଳମ୍ବ ହୋଇ ସାରିଛି I ଆଉ ଅଧିକ ବିଳମ୍ବ ହେବା ଉଚିତ ନୁହେଁ I ହାଇକୋର୍ଟ ଏହାକୁ ହୃଦବୋଧ କରି ନୋଟିସ ଦେବା ସହ ଜବାବ ତଳବ କରିଛନ୍ତି I

Leave A Reply

Your email address will not be published.