260 କିମି ଦୂରରେ ବାତ୍ୟା ‘ଦାନା’ : ପବନ କମ, ବର୍ଷା ଅଧିକ

ଭୁବନେଶ୍ବର// TATKAL ODISHA L//  ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଦାନା’ ଭୟଙ୍କର ରୂପ ନେଇ ଦକ୍ଷିଣ ପୂର୍ବ ପାରାଦ୍ୱୀପ ଠାରୁ 260 କିମି ଦୂରରେ ରହିଛି I  ଏହି ସାମୁଦ୍ରିକ ଝଡ଼  ପ୍ରଭାବରେ ବର୍ଷା ଆରମ୍ଭ ହୋଇ ଯାଇଛି I ହେଲେ ପବନର ବେଗ କମ ରହିଛି I  24 ମଧ୍ଯରାତ୍ରି ଓ 25 ପୂର୍ବାହ୍ନ ସୁଦ୍ଧା  ‘ଭୀଷଣ ବାତ୍ୟା’ରେ ରୂପାନ୍ତରିତ ହୋଇଥିବା ଦାନା ଭିତରକନିକା- ଧାମରା ଉପକୂଳ ଛୁଇଁବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। … Continue reading 260 କିମି ଦୂରରେ ବାତ୍ୟା ‘ଦାନା’ : ପବନ କମ, ବର୍ଷା ଅଧିକ