ଜନବିରୋଧୀ କିଏ? କେବଳ ଲୋକେ ବିଚାର କରିବେ : ଠାକୁର

0

ଭୁବନେଶ୍ୱର//TATKAL ODISHA//

ଲୋକତନ୍ତ୍ରରେ ଜନସାଧାରଣ ସର୍ବେସର୍ବା I ଲୋକ ଚାହିଁଲେ ରାଜନୈତିକ ଦଳ କ୍ଷମତାସିନ ହୋଇଥାଏ I କିଏ କଣ କହିଲା ଯାଆସେ ନାହିଁ I ହେଲେ ଜନବିରୋଧୀ କିଏ? ତାହା ଲୋକେ ବିଚାର କରିବେ I

ମଙ୍ଗଳବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ କେନ୍ଦ୍ର ସୂଚନା ପ୍ରସାରଣ ତଥା ଯୁବ ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ପ୍ରକାଶ କରିଛନ୍ତି I

ଶ୍ରୀ ଠାକୁର କହିଛନ୍ତି ଯେ, ନରେନ୍ଦ୍ର ମୋଦୀଜୀ କ୍ଷମତାକୁ ଆସିବା ପରେ ଭାରତର ସଂସ୍କୃତି ଓ ପରମ୍ପରାକୁ ପୁନଃରୁଥାନ ସହ ସବୁ କ୍ଷେତ୍ରରେ ଉନ୍ନତି କରିଛନ୍ତି I ଗ୍ରାମୀଣ ସଡ଼କ ଯୋଜନା ସହ ରେଳ, ଜାତୀୟ ରାଜପଥ ଓ ବନ୍ଦର ବିକାଶ ଉପା ସରକାର ଠାରୁ ଏନଡିଏ ସରକାର ବେଳେ ଅଧିକ ବିକାଶ ହୋଇଛି I

Leave A Reply

Your email address will not be published.