ହଟିଲା କୋରୋନା ମାହାମାରୀ କଟକଣା

0

ଭୁବନେଶ୍ୱର//TATKAL ODISHA//

ଜରାଜ୍ୟରୁ ହଟିଲା କୋରୋନା ମାହାମାରୀ କଟକଣା ।

ରାଜ୍ୟରେ ସୁଧୁରୁଛି କୋରୋନା ସ୍ଥିତି ।

ନିୟମିତ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ ରାଜ୍ୟ ସରକାର ଦେଲେ ପରାମର୍ଶ ।

କୋଭିଡ୍ ସ୍ଥିତି ବଢ଼ିଲେ ପୁଣି ଲାଗୁ ହୋଇପାରେ ନିୟମ I ଏହି ସୂଚନା ଦେଇଛନ୍ତି ରାଜ୍ୟ ରିଲିଫ କମିଶନର ପ୍ରଦୀପ କୁମାର ଜେନା I

Leave A Reply

Your email address will not be published.