ସ୍ୱତନ୍ତ୍ର ଶାସନ ସଚିବ ହେଲେ 11 ବରିଷ୍ଠ ଓଏଏସ

0
  • ଲେଭେଲ-17କୁ ପଦୋନ୍ନତି
  • ତାଲିକାରେ ଦୁଇ ଜିଲ୍ଲାପାଳ

ଭୁବନେଶ୍ୱର// TATKAL ODISHA//

ରାଜ୍ୟରେ 11 ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (OAS) ସ୍ୱତନ୍ତ୍ର ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି I ଏଥିରେ ଦୁଇ ଜଣ ଜିଲ୍ଲାପାଳ ଅନ୍ତର୍ଭୁକ୍ତ I

ଓଡ଼ିଶା ଲୋକସେବା ଆୟୋଗଙ୍କ ସୁପାରିଶ କ୍ରମେ ରାଜ୍ୟ ସରକାର 11 ବରିଷ୍ଠ ଓଏଏସଙ୍କୁ ଲେଭେଲ17କୁ ପଦୋନ୍ନତି ଦେଇଛନ୍ତି I ସେମାନେ ବିଭିନ୍ନ ବିଭାଗରେ ଖାଲି ପଦବୀ ଅନୁସାରେ କାର୍ଯ୍ୟ ସମ୍ପାଦନ କରିବେ I

ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି I

  • ଦେଖନ୍ତୁ ତାଲିକା….
ପ୍ରକାଶିତ ବିଜ୍ଞପ୍ତି

Leave A Reply

Your email address will not be published.