ସ୍ମୃତିର ସନ୍ତକ… ଶୁଣନ୍ତୁ ସତ୍ୟବ୍ରତ ସାହୁଙ୍କ କଣ୍ଠରେ ଖୋକା ଭାଇଙ୍କ ଗୀତ
- କ୍ଷୟ ଯାହାର ନାହିଁ ସେ ଅକ୍ଷୟ
- କଟକ, ଭୁବନେଶ୍ୱର //TATKAL ODISHA//
ଖୋକା ଭାଇ I ଅକ୍ଷୟ ମହାନ୍ତି I
୧୨ ଅକ୍ଟୋବର ୧୯୩୬ରେ ଜନ୍ମ ଗ୍ରହଣ କରିଥିବା ଖୋକା ଭାଇ ପ୍ରତିଟି ଓଡ଼ିଆଙ୍କ ପ୍ରାଣରେ.. ଗୀତରେ.. ଗଳ୍ପରେ..ଓ ଉପନ୍ୟାସରେ.. ବିରାଜମାନ କରିଛନ୍ତି, କରିଥିବେ I
ବହୁ ଓଡ଼ିଆ କଥାଚିତ୍ର, ପଲ୍ଲୀଗୀତ ଓ ଭଜନରେ କଣ୍ଠଦାନ କରି ରେକର୍ଡ ସୃଷ୍ଟି କରିଯାଇଛନ୍ତି ଏଇ ସଂଗୀତ ଯାଦୁକର.. I
ସେ ହିଁ ଓଡ଼ିଆ ଆଧୁନିକ ଓ ସୁଗମ ସଙ୍ଗୀତର ଥିଲେ ଜନ୍ମଦାତା।
ସେ ମରି ବି ଅମର I
ଖୋକା ଭାଇଙ୍କ ଜନ୍ମ ଜୟନ୍ତୀରେ ତାଙ୍କ ଏଗାରଟି ସୁପରହିଟ ଗୀତକୁ ଗାଇ ସ୍ମୃତି ଚାରଣ କରିଛନ୍ତି ବିଶିଷ୍ଟ କଣ୍ଠ ଶିଳ୍ପୀ ତଥା ବରିଷ୍ଠ ପ୍ରଶାସକ ସତ୍ୟବ୍ରତ ସାହୁ..
ଆସନ୍ତୁ.. ହୃଦୟକୁ ଛୁଉଁ ଥିବା ଖୋକା ଭାଇଙ୍କ ଗୋଟିଏ ଗୀତ -” ନଦୀ ଫେରେ ସାଗରକୁ” ସତ୍ୟବ୍ରତଙ୍କ କଣ୍ଠରେ ଶୁଣିବା..
ଶୁଣନ୍ତୁ…