ସ୍ଥିତିର ସୁଧାର ଶୂନ : ପୁଣି ଗୃହରେ ଘଣ୍ଟ, ବଂଶୀର ସ୍ୱର

ଭୁବନେଶ୍ୱର//TATKAL ODISHA// ଯଥା ପୂର୍ବଂ ତଥା ପର  I ସ୍ଥିତିର ସୁଧାର ଶୂନ I ପୂର୍ବପରି ବିରୋଧୀ କଂଗ୍ରେସ ସଭ୍ୟମାନେ ନାରୀ ନିର୍ଯ୍ୟାତନା ବୃଦ୍ଧି ପ୍ରସଙ୍ଗରେ ଗୃହ କମିଟି ଦାବି କରି ଗୃହ ମଝିରେ ଘଣ୍ଟ, ଝାଞ୍ଜ ଓ ବଂଶୀ ବଜାଇ ହଟଗୋଳ କରିଛନ୍ତି I ଏପରିକି ସେମାନେ ଦେହରେ କଳା ପୋଷାକ ପିନ୍ଧି ପ୍ଲାକାର୍ଡ ଧରି ହୋହାଲ୍ଲା କରିଛନ୍ତି I ଫଳରେ ଗୃହ ଚାଲିବା ଆଉ ସମ୍ଭବ ନ ହେବାରୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ … Continue reading ସ୍ଥିତିର ସୁଧାର ଶୂନ : ପୁଣି ଗୃହରେ ଘଣ୍ଟ, ବଂଶୀର ସ୍ୱର