ସେବା ଓ କର୍ମର ପ୍ରତିକ ଉତ୍କଳମଣି ଗୋପବନ୍ଧୁ

ଚିର ପ୍ରବହମାନ ସଭ୍ୟତାର ସ୍ରୋତରେ କେତେ ମଣିଷ ଜନ୍ମ ନିଅନ୍ତି, ବଞ୍ଚନ୍ତି ଓ ମୃତ୍ୟୁ ବରଣ କରନ୍ତି ତାର ହିସାବ କେହି ରଖନ୍ତି ନାହିଁ | ମାତ୍ର ଏ ଧାରାରେ କେତେକ ଲୋକ ଜନ୍ମନିଅନ୍ତି, ଯେଉଁମାନେ ନିଜ ଆଲୋକରେ ଅନ୍ୟ ମାନଙ୍କୁ ଆଲୋକିତ କରନ୍ତି, ନିଜ ଉତ୍ତାପରେ, ଅନ୍ୟର ଶୀତଳତାକୁ ଦୁରେଇ ଦିଅନ୍ତି, ନିଜେ ଜଳି ଅନ୍ୟ ମାନଙ୍କ ପାଇଁ ଆଲୋକ ବର୍ତ୍ତିକା ହୁଅନ୍ତି, ଓ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହୁଅନ୍ତି | ମାନବ ସଭ୍ୟତା … Continue reading ସେବା ଓ କର୍ମର ପ୍ରତିକ ଉତ୍କଳମଣି ଗୋପବନ୍ଧୁ