ସୀମାରେ ସୈନ୍ୟବଳ ବଢ଼ାଇ ଚାଲିଛି ପାକ୍ : କ୍ୟୁରେସୀ
//ଅପରେସନ ସିନ୍ଦୂର’ //
ନୂଆଦିଲ୍ଲୀ//TATKAL ODISHA//
ସୀମାରେ ସୈନ୍ୟବଳ ବଢ଼ାଇ ଚାଲିଛି ପାକିସ୍ତାନ I‘ମିସାଇଲ ଓ ଡ୍ରୋନ ଦ୍ବାରା ଆକ୍ରମଣ କରିଚାଲିଛି I ଏହାର ଉଚିତ ମୁକାବିଲା କରିଛି ଭାରତ I
ଶନିବାର ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରାଳୟ ଓ ସେନାର ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସୋଫିଆ କ୍ୟୁରେସୀ I
କ୍ୟୁରେସୀ କହିଛନ୍ତି ଯେ, ‘ଲଞ୍ଜ ରେଞ୍ଜ ମିସାଇଲ ଦ୍ବାରା ଆକ୍ରମଣ ଚେଷ୍ଟା କରିଛି ପାକିସ୍ତାନ I

- ଶ୍ରୀନଗର ଓ ଉଧମପୁର ଚିକିତ୍ସା କେନ୍ଦ୍ର ଓ ସ୍କୁଲ ଉପରେ ଆକ୍ରମଣ କରିବାକୁ ପାକିସ୍ତାନର ଚେଷ୍ଟା’
- ‘ପାକ୍ ସେନାକୁ କାଲି ଭାରି କ୍ଷତି ପହଞ୍ଚାଇଛି ଭାରତ’
- ‘S-400 ଧ୍ବଂସ ହୋଇଥିବା କଥା ସମ୍ପୂର୍ଣ୍ଣ ମିଛ’
- ‘ଭାରତର ସବୁ ଏୟାରବେସ୍ ସୁରକ୍ଷିତ ଅଛି’
- ‘ସୋସିଆଲ ମିଡିଆରେ ମିଛ ପ୍ରଚାର କରୁଛି ପାକ୍ ବୋଲି କ୍ୟୁରେସୀ ସ୍ପଷ୍ଟ କରିଛନ୍ତି I