ସିନ୍ଧୁ ନଦୀ ଚୁକ୍ତି ବାତିଲ, ୱାଘା ସୀମା ବନ୍ଦ

ନୂଆଦିଲ୍ଲୀ//TATKAL ODISHA// ପାକିସ୍ତାନ ସହ ସିନ୍ଧୁ ନଦୀ ଚୁକ୍ତି ବାତିଲ ସହ ଅଟାରୀ-ୱାଘା ସୀମାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଛି ଭାରତ I ପହଲଗାମ୍‌ ନରସଂହାରକୁ ନେଇ ବୈଦେଶିକ ମନ୍ତ୍ରାଳୟର ଏହି ବଡ଼ ଘୋଷଣା କରିଛି I ଭାରତ ମଧ୍ଯ ଆଉ କିଛି କଠୋର ନିଷ୍ପତ୍ତି ନେଇଛି I ସପ୍ତାହେ ମଧ୍ୟରେ ପାକିସ୍ତାନ ନାଗରିକ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି I ଦୂତାବାସ କର୍ମଚାରୀ ସଂଖ୍ୟା ୩୦କୁ ହ୍ରାସ କରିବାକୁ ନିର୍ଦେଶ ଦେବା ସହ … Continue reading ସିନ୍ଧୁ ନଦୀ ଚୁକ୍ତି ବାତିଲ, ୱାଘା ସୀମା ବନ୍ଦ