ସାମ୍ବାଦିକ ସୁରକ୍ଷା ଅଧିନିୟମ ସହ ‘ପେନସନ’ ଦେବା ଉପରେ ଚାଲିଛି ତର୍ଜମା: ଧର୍ମେନ୍ଦ୍ର

ଓଡ଼ିଶା ସାମ୍ବାଦିକ ୟୁନିୟନର ୫୩ତମ ପ୍ରତିଷ୍ଠା ଦିବସ ସମାରୋହରେ କେନ୍ଦ୍ରମନ୍ତ୍ରୀ ସାମ୍ବାଦିକମାନଙ୍କୁ ସୁରକ୍ଷା, ସୁବିଧା ଓ ଅଧିକାର ପ୍ରଦାନ କରିବା ଆମର ଦାୟିତ୍ୱ – ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର,//TATKAL ODISHA// ଓଡ଼ିଶାରେ ସାମ୍ବାଦିକ ବନ୍ଧୁମାନେ ଖବର ପ୍ରସାରଣ ସହ ବିଭିନ୍ନ କାର୍ଯ୍ୟରେ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି । ଓଡ଼ିଶାର ଅଧିକାରରେ ସାମ୍ବାଦିକ ବନ୍ଧୁମାନଙ୍କର ବି ଦାୟିତ୍ୱ ଅଛି । ଏହି ସାମ୍ବାଦିକ ବନ୍ଧୁମାନଙ୍କର ସୁରକ୍ଷା, ଅଧିକାର ଓ ସୁବିଧା ପାଇଁ ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣିବା … Continue reading ସାମ୍ବାଦିକ ସୁରକ୍ଷା ଅଧିନିୟମ ସହ ‘ପେନସନ’ ଦେବା ଉପରେ ଚାଲିଛି ତର୍ଜମା: ଧର୍ମେନ୍ଦ୍ର