ସାମାନ୍ୟ କମିଛି,ତଥାପି ଉଦବେଗଜନକ
- ରାଜ୍ୟରେ 6998, ଖୋର୍ଦ୍ଧାରେ 919
- ଭୁବନେଶ୍ୱର ପରେ କଟକ ସ୍ଥିତି ବିଗୁଡୁଛି
ଭୁବନେଶ୍ୱର //ତତ୍କାଳ ଓଡ଼ିଶା//
ବୁଧବାର ଅପେକ୍ଷା ଗୁରୁବାର କରୋନା ସଂକ୍ରମଣ ସାମାନ୍ୟ କମିଥିଲେ ହେଁ ସ୍ଥିତି ଉଦବେଗଜନକ ରହିଛି I ଦିନକରେ 6998 ପଜିଟିଭ ଚି଼ହ୍ନଟ ହୋଇଛନ୍ତି I
ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ ସମାନ ସ୍ଥିତି I ସଂକ୍ରମିତଙ୍କ ସଂଖ୍ୟା 919 ରହିଛି I କଟକରେ 517,ସୁନ୍ଦରଗଡ଼ରେ 474, ନୂଆପଡାରେ 420, ଝାରସୁଗୁଡାରେ 396,ଅନଗୁଳରେ 325, ବରଗଡରେ 330 ଓ ମୟୁରଭଞ୍ଜରେ 305 ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି I
New recoveries: 4521
Cumulative tested: 10041204
Positive: 435513
Recovered: 375721
Active cases: 57710
ଦେଖନ୍ତୁ ଜିଲ୍ଲାର ସ୍ଥିତି
DISTRICT WISE POSITIVE CASES 28-04-2021
- Angul: 325
- Balasore: 97
- Bargarh: 330
- Bhadrak: 91
- Balangir: 236
- Boudh: 65
- Cuttack: 517
- Deogarh: 74
- Dhenkanal: 22
- Gajapati: 121
- Ganjam: 128
- Jagatsinghpur: 104
- Jajpur: 226
- Jharsuguda: 396
- Kalahandi: 292
- Kandhamal: 45
- Kendrapada: 77
- Keonjhar: 160
- Khurda: 919
- Koraput: 57
- Malkangiri: 30
- Mayurbhanj: 308
- Nawarangpur: 255
- Nayagarh: 121
- Nuapada: 420
- Puri: 288
- Rayagada: 181
- Sambalpur: 323
- Sonepur: 131
- Sundargarh: 474
- State Pool: 185
Total: 6998