ସାଉଡ଼ର କମଳା ନନା, କରନ୍ତି ଭବିଷ୍ୟତ ଗଣନା

0
  • ସାଉଡ଼, ସୋରୋ //TATKAL ODISHA //

ଆପଣ କିଛି ମାନସିକ ଦୁଶ୍ଚିନ୍ତାରେ ସମ୍ମୁଖୀନ ହେଉଛନ୍ତି? କୌଣସି ଘରୋଇ ସମସ୍ୟା ଦେଇ ଗତି କରୁଛନ୍ତି? ଘରର ପିଲା ଦୁଷ୍ଟ ଵା ପାଠ ପଢୁ ନାହାନ୍ତି??

ଭୟ କରନ୍ତୁ ନାହିଁ I ହର ହର ମହାଦେବ ତ୍ରିକୁଟେଶ୍ୱର ମହାଦେବଙ୍କ କୃପାରୁ ସବୁ ସମସ୍ୟାର ସମାଧାନ ହୋଇ ପାରିବ I

ନିଜର କୋଷ୍ଠି ଦେଖି ଏସବୁର ଆଶୁ ସମାଧାନ କରୁଛନ୍ତି ବିଶିଷ୍ଟ ଗୋଷ୍ଠୀ ତଥା ତ୍ରିକୁଟେଶ୍ୱର ମହାଦେବଙ୍କ ପୂଜକ ଗବେଷକ କମଳା ନନା I

TATKAL ODISHAକୁ କମଳା ନନା କହନ୍ତି ଯେ, ଲୋକଙ୍କ ସେବା ପାଇଁ ମୁଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଛି I ମହାଦେବଙ୍କ ଆଶୀଷ ନେଇ ଏହି କୋଷ୍ଠୀ ଗବେଷଣା କାର୍ଯ୍ୟ ତିରିଶରୁ ଅଧିକ ବର୍ଷ ଧରି କରିଆସୁଛି I ଏତେ ବର୍ଷ ଭିତରେ ହଜାର ହଜାର ଲୋକ ନିଜର କୋଷ୍ଠୀ ଦେଖାଇ ଉପକୃତ ହୋଇଛନ୍ତି I ‘

ସାଉଡ଼ ହେଉଛି ବାଲେଶ୍ୱର ଜିଲ୍ଲା ସୋରୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏକ ପଞ୍ଚାୟତ I ଜାତୀୟ ରାଜପଥ -16ର ନାଇକବନ୍ଧ ଛକ ଠାରୁ ପ୍ରାୟ ସାଡେ 4 କିମି ପରେ ପଡ଼ିବ ଏହି ସାଉଡ଼ ଗ୍ରାମ ପଞ୍ଚାୟତ I ଗାଁର ପ୍ରାରମ୍ଭରେ ରହିଛି ତ୍ରିକୁଟେଶ୍ୱର ମହାଦେବଙ୍କ ପୁରାତନ ମନ୍ଦିର I ମନ୍ଦିର ସଂଲଗ୍ନ ରହିଛି ମଙ୍ଗଳା ମଣ୍ଡପ, କୁଣ୍ଡ ପୁଷ୍କରିଣୀ ଓ ବଟ ବୁକ୍ଷ I ଏଥିସହ କମଳା ନନାଙ୍କ କୋଷ୍ଠୀ ଗଣନା କୋଠରୀ ରହିଛି I ଏଠାରେ ଦୂର ଦୁରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଆସି ନିଜର ମନୋସ୍କାମନା ପୂର୍ଣ୍ଣ କରନ୍ତି I

Leave A Reply

Your email address will not be published.