ସବୁ ବର୍ଗ ଅଧିକାରୀଙ୍କ ପାଇଁ ‘ଯାତ୍ରା’ ଏସଓପି ଜାରି

0
  • ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର//TATKAL ODISHA //

ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ସବୁ ବର୍ଗ ଅଧିକାରୀଙ୍କ ପାଇଁ ‘ଯାତ୍ରା'(TRAVELING) ଏସଓପି ଜାରି ହୋଇଛି I
ଅର୍ଥ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି I

  •   ଲେଭଲ 1 ରୁ 2  ଯାଏ ଥିବା ଅଧିକାରୀମାନେ ଟ୍ରେନରେ ସ୍ଲିପର ଶ୍ରେଣୀ
  • ଲେଭଲ 2 ରୁ 8 ଯାଏ ଥିବା ଅଧିକାରୀମାନେ ଟ୍ରେନରେ ଏସି -3 ଶ୍ରେଣୀ
  • ଲେଭଲ 9ରୁ 11 ଯାଏ ଥିବା ଅଧିକାରୀମାନେ ଟ୍ରେନରେ ଏସି -2:ଶ୍ରେଣୀ
  • ଲେଭଲ 12ରୁ 13 ଯାଏ ଥିବା ଅଧିକାରୀମାନେ ଏସି -2:ଶ୍ରେଣୀ ଵା ବିମାନରେ ଇକୋନୋମିକ ଶ୍ରେଣୀ
  • ଲେଭଲ 14ରୁ ତତୁର୍ଦ୍ଧ ଯାଏ ଥିବା ଅଧିକାରୀମାନେ ଏସି -1:ଶ୍ରେଣୀ ଵା ବିମାନରେ ଇକୋନୋମିକ ଶ୍ରେଣୀରେ ଯାତ୍ରା କରିପାରିବେ I

ଡିଏ

  • ଲେଭଲ 14ରୁ ତତୁର୍ଦ୍ଧ ଯାଏ ଥିବା ଅଧିକାରୀମାନେ ଦୈନିକ ଓଡ଼ିଶା ଭିତରେ 600 ଟଙ୍କା, ବାହାର ରାଜ୍ୟରେ 1000 ଟଙ୍କା
  • ଲେଭଲ 9ରୁ 13ରୁ ଯାଏ ଥିବା ଅଧିକାରୀମାନେ ଦୈନିକ ଓଡ଼ିଶା ଭିତରେ 450 ଟଙ୍କା, ବାହାର ରାଜ୍ୟରେ 900 ଟଙ୍କା
  • ଲେଭଲ 8ରୁ ତଳ ଅଧିକାରୀମାନେ ଦୈନିକ ଓଡ଼ିଶା ଭିତରେ 300 ଟଙ୍କା, ବାହାର ରାଜ୍ୟରେ 500 ଟଙ୍କା ପାଇବେ I

ହୋଟେଲ

  • ଲେଭଲ 14ରୁ ତତୁର୍ଦ୍ଧ ଯାଏ ଥିବା ଅଧିକାରୀମାନେ ଦୈନିକ ହୋଟେଲ ଖର୍ଚ୍ଚ 4500 ଟଙ୍କା ପାଇବେ I
  • ଲେଭଲ 12ରୁ 13 ଯାଏ ଥିବା ଅଧିକାରୀମାନେ ଦୈନିକ ହୋଟେଲ ଖର୍ଚ୍ଚ 2250 ଟଙ୍କା ପାଇବେ I
  • ଲେଭଲ 11 ଯାଏ ଥିବା ଅଧିକାରୀମାନେ ଦୈନିକ ହୋଟେଲ ଖର୍ଚ୍ଚ 1250 ଟଙ୍କା ପାଇବେ I

Leave A Reply

Your email address will not be published.