ସଫେଇ କର୍ମଚାରୀ ପାଇଁ ଗଠନ ହେଲା ‘ଜାତୀୟ ଆୟୋଗ’

0
  • କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି

ନୂଆଦିଲ୍ଲୀ //TATKAL ODISHA//

ସଫେଇ କର୍ମଚାରୀଙ୍କ ଦୂର ହେବ ଦୁଃଖ I କେନ୍ଦ୍ର ସରକାର ଏମାନଙ୍କର ସାମଗ୍ରୀକ ଉନ୍ନତି ପାଇଁ ଗଠନ କରିଛନ୍ତି ଜାତୀୟ ଆୟୋଗ I

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି I ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର I

ଶ୍ରୀ ଠାକୁର ‘ସଫାଇ କର୍ମଚାରୀ ପାଇଁ ଜାତୀୟ ଆୟୋଗ’ର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ୍ 2022 ରୁ ଆସନ୍ତା 3 ବର୍ଷକୁ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଏହାର କାର୍ଯ୍ୟକାଳ 31 ମାର୍ଚ୍ଚ 2025 ପର୍ଯ୍ୟନ୍ତ ରହିବ I

Leave A Reply

Your email address will not be published.