ସତ୍ୟବ୍ରତ ସାହୁଙ୍କ କଣ୍ଠରେ ଆବେଗପୂର୍ଣ୍ଣ ସାଇ ଭଜନ, ଶୁଣନ୍ତୁ..
- ରଚନା : ଗୁରୁଜୀ ଚନ୍ଦ୍ରଭାନୁ ଶତପଥି
ଭୁବନେଶ୍ୱର// TATKAL ODISHA//
“ପରିଚୟ କିଛି ନାହିଁ ମୋ ନିଜର
ତୁମେ ମୋର ପରିଚୟ… ସାଇ… ତୁମେ ମୋର ପରିଚୟ”…
ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠ ଶିଳ୍ପୀ ତଥା ବରିଷ୍ଠ ପ୍ରଶାସକ ସତ୍ୟବ୍ରତ ସାହୁ ପୁଣି ଏକ ହୃଦୟକୁ ଛୁଇଁଥିବା ଭକ୍ତିପୂର୍ଣ୍ଣ ସାଇ ଭଜନ ଗାନ କରିଛନ୍ତି…
ଏହି ଭଜନକୁ ରଚନା କରିଛନ୍ତି ଗୁରୁଜୀ ଚନ୍ଦ୍ରଭାନୁ ଶତପଥି I
ଆପଣ TATKAL ODISHAରେ ବାରମ୍ବାର ଶୁଣନ୍ତୁ…ଯେତେ ଶୁଣିଲେ ବି ନୂଆକରି ଲାଗିବ…
- ଶୁଣନ୍ତୁ… ଭିଡ଼ିଓ ବି ଦେଖନ୍ତୁ….