ସତ୍ୟବ୍ରତ ସାହୁଙ୍କ କଣ୍ଠରେ ଶିବ ଆରାଧନା-‘ବୋଲ ବମ ହର ହର ବମ’

0

ଭୁବନେଶ୍ୱର//TATKAL ODISHA//

ଶ୍ରାବଣ ମାସରେ ସବୁକିଛି ଶିବମୟ I

ସେ ସଦାଶିବ, ସେ ମହେଶ୍ୱର, ସେ ନୀଳକଣ୍ଠ, ସେ ରୁଦ୍ର, ସେ ଯଟାଧର, ସେ ଗଙ୍ଗାଧର.. ଆଉ ସେ ଦେବ ଦେବ ମହାଦେବ

କୋପେ ବର ତ ତପେ ବର I ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ମହାପ୍ରଭୁଙ୍କୁ କିଏ କେତେ ନିଷ୍ଠାର ସହ କଷ୍ଟ କରି ଆରାଧନା କରୁଛି I

ବିଶିଷ୍ଟ କଣ୍ଠଶିଳ୍ପୀ ତଥା ବରିଷ୍ଠ ପ୍ରଶାସକ ସତ୍ୟବ୍ରତ ସାହୁ ସେମିତି ଭଜନ ଜରିଆରେ ନିଜର ଭକ୍ତି ଓ ତନ୍ମୟତାର ଭାବ ଦେଖାଇଛନ୍ତି… ଆସନ୍ତୁ ତାଙ୍କ କଣ୍ଠରୁ ଶୁଣିବା ସୁମଧୁର ଶିବ ଭଜନ-

ବୋଲ ବମ ହର ହର ବମ’

ଶୁଣନ୍ତୁ…

Leave A Reply

Your email address will not be published.