ସତ୍ୟବ୍ରତ ସାହୁଙ୍କ କଣ୍ଠରେ ଶୁଣନ୍ତୁ ଭଜନ-‘ଏମିତି ଏ ବଡ଼ଦାଣ୍ଡେ’
TATKAL ODISHA //MUSIC//
ଯେଉଁ ଭଜନକୁ ଗାନ କରି ଭଜନ ସମ୍ରାଟ ଭିକାରୀ ବଳ ଓଡ଼ିଶାର ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ, ସେଇ ଚର୍ଚ୍ଚିତ ଭଜନକୁ ଗାନ କରିଛନ୍ତି ବରିଷ୍ଠ ପ୍ରଶାସକ ତଥା ଗାୟକ ସତ୍ୟବ୍ରତ ସାହୁ I
ସିଦ୍ଧାର୍ଥ ମ୍ୟୁଜିକ ପକ୍ଷରୁ ଏହାର ପ୍ରଯୋଜନା କରାଯାଇଛି I
- ଭଜନଟି ହେଉଛି.. ଏମିତି ଏ ବଡ଼ ଦାଣ୍ଡେ ହାତ ପାତି ରହିଥିବି..
ସ୍ବର୍ଗତ ଭିକାରୀ ବଳ ଏକାକୀ କଣ୍ଠ ଦେଇଥିବାବେଳେ ସତ୍ୟବ୍ରତଙ୍କ ସହ ‘କୋରସ’ ଦିଆଯାଇଛି I ସେଥିପାଇଁ ଭକ୍ତି ଗୀତଟି ଆହୁରି ଶ୍ରୁତି ମଧୁର ହୋଇଛି I
- ଆସନ୍ତୁ ୟୁଟୁବରେ ଭଜନଟିକୁ ଶୁଣି ଭକ୍ତି ଓ ଭାବରେ ତନ୍ମୟ ହେବା…
- https://youtu.be/gf4XaezMeNk
Comments are closed.