ଲ୍ୟାଣ୍ଡଫଲ ପରେ ମୋଡ଼ ବଦଳାଇବ ‘ଦାନା’

ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ ପରେ ପଶ୍ଚିମ ଓ ପଶ୍ଚିମଦକ୍ଷିଣ ଆଡ଼େ ଟିକେ ରିକର୍ଭ କରିପାରେ I ବାତ୍ୟା ପ୍ରଭାବରେ ୨୬ ବେଳକୁ ଉପକୂଳ ସହ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ I ଗୁରୁବାର ଏହି ରିପୋର୍ଟ ପ୍ରକାଶ କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି I ବାତ୍ୟା ଦାନା ଭିତରକନିକା -ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ I ପବନର ବେଗ ନେଇ ପୂର୍ବ ଆକଳନ ଅପରିବର୍ତ୍ତିତ ରହିଛି I ଘଣ୍ଟା ପ୍ରତି … Continue reading ଲ୍ୟାଣ୍ଡଫଲ ପରେ ମୋଡ଼ ବଦଳାଇବ ‘ଦାନା’