ଲ୍ୟାଣ୍ଡଫଲ କଲା ବାତ୍ୟା ‘ଦାନା’

ଭାରତୀୟ ପାଣିପାଗ ବିଭାଗର ଆକଳନ ଶତ ପ୍ରତିଶତ ସତ ହୋଇଛି I ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ‘ଦାନା’ । ଭିତରକନିକା ଅଭୟାରଣ୍ୟର ହାବାଳିଖଟି ନେଚର କ୍ୟାମ୍ପ ଓ ଧାମରା ନିକଟରେ ସ୍ଥଳଭାଗ ଛୁଇଁଛି । କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ଅତିକ୍ରମ କରିଛି । ଏହା ସତ୍ୱେ କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ସହ ପବନ ବୋହୁଛି I “IMD ରିପୋର୍ଟ ହେଲା 100% ସତ” ଭାରତୀୟ ପାଣିପାଗ ବିଭାଗ … Continue reading ଲ୍ୟାଣ୍ଡଫଲ କଲା ବାତ୍ୟା ‘ଦାନା’