ଲଣ୍ଡନରେ ଝଡ଼, ବ୍ୟାପକ କ୍ଷତି

0
  • ପବନର ବେଗ ଘଣ୍ଟା ପ୍ରତି 196 କିମି
  • ଲଣ୍ଡନ//TATKAL ODISHA//

ଲଣ୍ଡନରେ ଅଦିନିଆ ଘୁର୍ଣ୍ଣିଝଡ଼ ଆସି ବ୍ୟାପକ କ୍ଷତି କରିଛି I ବହୁ ଘର ନଷ୍ଟ ହୋଇଥିବାବେଳେ ବହୁ ଲୋକ ଆହତ ହୋଇଛନ୍ତି I

ଲଣ୍ଡନ ମେଟେରଲୋଜି ବିଭାଗ ସୁଟରୁ ମିଳିଥିବା ସୂଚନାନୁସାରେ ଲଣ୍ଡନରେ ଘଣ୍ଟା ପ୍ରତି ୧୯୬କିମି ବେଗରେ ପବନ ବୋହିଛି I

ଆଗୁଆ ସତର୍କ ସୂଚନା ଯୋଗୁଁ ବେଶୀ ଅଘଟଣ ଘଟିନାହିଁ I କିଛି ସ୍ଥାନରେ ବସ ଓଲଟି ପଡ଼ିବା ସହ ରାସ୍ତାରେ ଯାଉଥିବା ଯାତ୍ରୀ ପବନରେ ଠେଲି ହୋଇ ଯାଇ ଖଣ୍ଡିଆ ଖବରା ହୋଇଛନ୍ତି I

ଆହତଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦିଆ ଯାଇଛି I

ପବନରେ ଠେଲି ହୋଇ ଯାଉଛନ୍ତି ଯାତ୍ରୀ

Leave A Reply

Your email address will not be published.