ରେଳ ବଜେଟ, କେଉଁ ପ୍ରକଳ୍ପକୁ କେତେ?
- ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA//
ରେଳ ବଜେଟ ଓଡ଼ିଶା ସର୍ବମୋଟ କେତେ ମିଳିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିଲା ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ କେତେ ବ୍ୟୟବରାଦ ହୋଇଛି, ତାହା ସ୍ପଷ୍ଟ ହୋଇଛି I ମିଳିଥିବା ସୂଚନାନୁସାରେ…
- ଖୋର୍ଦ୍ଧାରୋଡ-ବଲାଙ୍ଗୀର ପ୍ରକଳ୍ପ – ୮୯୧ କୋଟି
- ଅନୁଗୁଳ-ସୁକିନ୍ଦାରୋଡ – ୪୭୫ କୋଟି
- ହରିଦାସପୁର-ପାରାଦୀପ – ୮୫ କୋଟି
- ତାଳଚେର-ବିମଳାଗଡ – ୨୫୦ କୋଟି
- ଜୟପୁର-ମାଲକାନଗିରି – ୧୩ କୋଟି
- ଜୟପୁର-ନବରଙ୍ଗପୁର – ୮୧ କୋଟି
- ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ – ୧୬୪ କୋଟି
- ସମ୍ବଲପୁର-ଟିଟିଲାଗଡ – ୯୯ କୋଟି
- କୋଟିଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ – ୩୫୧ କୋଟି
- ସମ୍ବଲପୁର-ତାଳଚେର – ୧୦୨ କୋଟି
ବାକି ପ୍ରକଳ୍ପକୁ ଖୁବଶୀଘ୍ର ଜଣାଇ ଦିଆଯିବ I