ରାୟଗଡ଼ା କଲଭର୍ଟ ଭୁଶୁଡିବା ଘଟଣା:ବିଷ ପିଇ ଦେଲେ ମହିଳା
ରାୟଗଡା, କଲ୍ୟାଣସିଂପୁର//TATKAL ODISHA//
ଦୁଃଖ ଏମିତି ବି ଆସେ I
ରାୟଗଡ଼ା କଲ୍ୟାଣସିଂପୁର କଲଭର୍ଟ ଭୁଶୁଡିବା ଘଟଣାରେ ସ୍ୱାମୀ ଓ ପୁଅଙ୍କ ମୃତ୍ୟୁର ଦୁଃଖକୁ ସହି ନ ପାରି ମହିଳା ବିଷ ପିଇ ଦେଇଛନ୍ତି I
ତାଙ୍କର ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ତାଙ୍କ ଅବସ୍ଥା ସ୍ଥିର ଅଛି I
ଏହି ଦୁଃଖଦ ଘଟଣା ପ୍ରଚାର ହେବା ପରେ ଶୋକର ଛାୟା ଖେଳି ଯାଇଛି I ସ୍ଥାନୀୟ ଲୋକେ କଲଭର୍ଟ ନିର୍ମାଣ କରିଥିବା ଠିକାଦାର ସଂସ୍ଥା ଉପରେ ଖପ୍ପା ହୋଇଛନ୍ତି I
ଦେଖନ୍ତୁ ପୂର୍ଵ ରିପୋର୍ଟ….
// SAD NEWS //
ରାୟଗଡ଼ାରେ କଲଭର୍ଟ ଭାଙ୍ଗି 5 ମୃତ: 4 ଲକ୍ଷ କରି ଅନୁକମ୍ପା ସହାୟତା