ରବିବାର 11.45ରେ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଉତ୍ସବ

0

ଭୁବନେଶ୍ୱର//TATKAL ODISHA//

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳର ସବୁ ମନ୍ତ୍ରୀ ସ୍ୱଇଚ୍ଛା (voluntarily)ଇସ୍ତଫା ଦେଇଛନ୍ତି I

ଇସ୍ତଫା ପତ୍ରକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଥିବା ଜଣାପଡ଼ିଛି I

ସମ୍ଭାବ୍ୟ ନୂଆ ମନ୍ତ୍ରୀଙ୍କ ତାଲିକା :-

ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ

କେନ୍ଦୁଝରରୁ ବଦ୍ରି ନାରାୟଣ ପାତ୍ର

କେନ୍ଦ୍ରାପଡ଼ାରୁ ଅତନୁ ସବ୍ୟସାଚୀ ନାୟକ

ମୟୂରଭଞ୍ଜରୁ ବାସନ୍ତୀ ହେମ୍ବ୍ରମ୍

  • ଇସ୍ତଫା ଦେଇଥିବା ମନ୍ତ୍ରୀ
  • ++++++++++++++++

– ନିରଞ୍ଜନ ପୂଜାରୀ,

ବିକ୍ରମ କେଶରୀ ଆରୁଖ,

– ପ୍ରଫୁଲ୍ଲ କୁମାର ମଲ୍ଲିକ,

ରଣେନ୍ଦ୍ର ପ୍ରତାପ ସ୍ୱାଇଁ,

ପଦ୍ମନାଭ ବେହେରା,

ପ୍ରତାପ ଜେନା,

ଅରୁଣ କୁମାର ସାହୁ,

ସୁଦାମ ମାରାଣ୍ଡି,

ସୁଶାନ୍ତ ସିଂହ,

ନବକିଶୋର ଦାସ,

– ଟୁକୁନି ସାହୁ,

ଜଗନ୍ନାଥ ସାରକା,

ଦିବ୍ୟଶଙ୍କର ମିଶ୍ର,

– ଅଶୋକ ଚନ୍ଦ୍ର ପଣ୍ଡା,

ସମୀର ରଞ୍ଜନ ଦାଶ,

ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,

– ପ୍ରେମାନନ୍ଦ ନାୟକ,

ରଘୁନନ୍ଦନ ଦାସ,

ପଦ୍ମିନୀ ଦିଆନ

-ତୁଷାରକାନ୍ତି ବେହେରା

ରବିବାର ନବୀନ ନବୀନ ପଟ୍ଟନାୟକ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବେ । ପୂର୍ବାହ୍ନ ୧୧.୪୫ ରେ ରାଜଭବନ କନଭେନସନ୍ ହଲ୍ ରେ ନୂଆ ମନ୍ତ୍ରୀମାନେ ଶପଥ ନେବେ ବୋଲି ଜଣାପଡ଼ିଛି I

  • ଦେଖନ୍ତୁ ପୂର୍ବ ରିପୋର୍ଟ

// EXCLUSIVE //
ନୂଆମନ୍ତ୍ରୀମଣ୍ଡଳ ପାଇଁ ଶେଷ ସ୍ପର୍ଶ: ଶପଥର ଶୁଭଦିନ ‘ବୁଧବାର’?

http://tatkalodisha.in/?p=15371

// TATKAL ODISHA ରିପୋର୍ଟ ସତ//
ବାଚସ୍ପତିଙ୍କ ସମେତ ସବୁ ମନ୍ତ୍ରୀ ଦେଲେ ଇସ୍ତଫା??

TATKAL ODISHA ରିପୋର୍ଟ ସତ: ବାଚସ୍ପତିଙ୍କ ସମେତ ସବୁ ମନ୍ତ୍ରୀ ଦେଲେ ଇସ୍ତଫା??

Leave A Reply

Your email address will not be published.