ଯୋଜନା ବୋର୍ଡ ଭଙ୍ଗ, ନୂଆ ଅଧ୍ୟକ୍ଷ ହେବେ ମନମୋହନ?

0

ଭୁବନେଶ୍ୱର,//TATKAL ODISHA//

ରାଜ୍ୟ ଯୋଜନା ବୋର୍ଡକୁ ଭଙ୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।

ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରାଜ୍ୟ ବିଜେପି ଅଧ୍ୟକ୍ଷ ମନମୋହନ ସାମଲ ଆସୀନ ହେବେ ବୋଲି ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି I

Leave A Reply

Your email address will not be published.