ମେ ୩୧ରେ ବ୍ରଜରାଜନଗର ଭୋଟ
- ଝାରସୁଗୁଡା//TATKAL ODISHA//
ବିଜେଡି ନେତା କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ବ୍ରଜରାଜନଗର ଆସନ ପାଇଁ ଆସନ୍ତା ମେ 31ରେ ଭୋଟ ହେବ I
ସୋମବାର ଉପନିର୍ବାଚନ ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବ୍ରଜରାଜନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା: ଦେଖନ୍ତୁ..
- ମେ ୪ ରେ ପ୍ରକାଶ ପାଇବ ଗେଜେଟ ବିଜ୍ଞପ୍ତି ।
- ମେ ୧୧ ତାରିଖରେ ନାମାଙ୍କନ ପତ୍ର ଦାଖଲ ।
- ମେ ୧୨ ରେନାମାଙ୍କନ ଯାଂଚ ହେବ ।
- ୧୭ ପର୍ଯ୍ୟନ୍ତ ପ୍ରତ୍ୟାହାର ।
- ମେ ୩୧ ରେ ବ୍ରଜରାଜନଗର ଉପନିର୍ବାଚନ ନେଇ ଭୋଟ ।
- ଜୁନ ୩ ରେ ହେବ ଗଣତି ।