ମେଣ୍ଟ କସରତ ଶେଷ? ଘୋଷଣା ଖୁବଶୀଘ୍ର

0
  • 21 ଲୋକସଭା : ବିଜେପି 14, ବିଜେଡି 7
  • 147 ବିଧାନସଭା : ବିଜେଡି 98, ବିଜେପି 49

ନୂଆଦିଲ୍ଲୀ, ଭୁବନେଶ୍ୱର// TATKAL ODISHA//

ବହୁ ତର୍ଜମା ପରେ ବିଜେଡି-ବିଜେପି ମଧ୍ୟରେ ଅସନ ବୁଝାମଣା ନିଶ୍ଚିତ ହୋଇଛି I ଦୁଇରୁ ତିନି ଦିନ ମଧ୍ୟରେ ଘୋଷଣା ହେବ I 

ଦୁଇ ଦିନ ଧରି  ନୂଆଦିଲ୍ଲୀରେ ଉଭୟ ଦଳର ଶୀର୍ଷ ନେତାଙ୍କ ମଧ୍ୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ ଆଲୋଚନା ହୋଇଛି ।

ଦୀର୍ଘ ଆଲୋଚନା ପରେ..

  • ମୋଟ 21 ଲୋକସଭା ଆସନ ମଧ୍ୟରୁ ବିଜେପି 14 ଓ ବିଜେଡି 7 ଆସନରେ ଲଢ଼ିବେ I
  • ମୋଟ 147 ବିଧାନସଭା ଆସନ ମଧ୍ୟରୁ ବଜେଡି 98 ଓ ବିଜେପି 49 ଆସନରେ ପ୍ରାର୍ଥୀ ଦେବେ I

“ଭୁବନେଶ୍ୱର ଓ ପୁରୀ ଲୋକସଭା ଅସନ ପାଇଁ ଏବେବି ଦ୍ୱନ୍ଦ୍ୱ ରହିଛି.. ବିଜେଡି ଏହି ଦୁଇ ଅସନ ହାତେଇବାକୁ ଚାହୁଁଛି.. ସମ୍ଭବତ ଭୁବନେଶ୍ୱର ଅସନକୁ କବ୍ଜା କରୁଛି”..

ବିଶେଷ ସୂତ୍ରରୁ ଏହି ସହମତି ହୋଇଥିବା କଥା ଜଣାପଡ଼ିଥିଲେ ହେଁ ଦୁଇ ଦଳ ପକ୍ଷରୁ କିଛି କୁହା ଯାଇନାହିଁ I

TATKAL ODISHA ପକ୍ଷରୁ ବିଜେପି -ବଜେଡି ମଧ୍ୟରେ ମେଣ୍ଟ ହେବ ଏବଂ ବିଜେଡି ଏନଡିଏରେ ସାମିଲ ହେବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା I ତାହା ସତ ହେବାକୁ ଯାଉଛି…

ଦେଖନ୍ତୁ..ପୂର୍ବ ରିପୋର୍ଟ..

// TATKAL ODISHA//
EXCLUSIVE

ଏନଡିଏରେ ସାମିଲ ହେବ ବିଜେଡି?

Leave A Reply

Your email address will not be published.