ଖାଇଲେ ପଖାଳ, ଦିବସ ପାଳିଲେ

0
  • ଭୁବନେଶ୍ୱର// TATKAL ODISHA//

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଆରା ଢଙ୍ଗରେ “ପଖାଳ ଦିବସ” ପାଳନ କରିଛନ୍ତି I

ପ୍ରତିବର୍ଷ ସେ ଏହି ଦିବସ ପାଳନବେଳେ ନବୀନ ବେଶ ଖୁସ ମିଜାଜ ଥିଲେ I

ଓଡ଼ିଆଙ୍କ ସବୁଠୁ ପ୍ରିୟ ପଖାଳ ସହ ନବୀନ ବାବୁ କଂସା ବାସନରେ ବିଭିନ୍ନ ଭାଜି, ସାଲାଡ଼, ବଡି ଚଟଣି ଓ ପାମ୍ପଡ଼ ଆଦି ମନ ଖୁସିରେ ଖାଇଥିଲେ I

ବାମ ହାତରେ ସେ ଖାଉଥିବାର ଦେଖାଯାଇଥିଲା I

କେବଳ ନବୀନ ନୁହନ୍ତି, ଅଧିକାଂଶ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଅନ୍ୟ ଦଳର ନେତୃବୃନ୍ଦ ପଖାଳ ଦିବସ ପାଳନ କରିଛନ୍ତି I

Leave A Reply

Your email address will not be published.