ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ତଥା JSPL ମୁଖ୍ୟ ନବୀନ ଜିନ୍ଦଲ

0
  • ଭୁବନେଶ୍ୱର//TATKAL ODISHA//

ସର୍ବଭାରତୀୟ ଇସ୍ପାତ ମହାସଂଘର ସଭାପତି, ଜେଏସପିଏଲ ମୁଖ୍ୟ ତଥା ସାଂସଦ ନବୀନ ଜିନ୍ଦଲ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ଭେଟିଛନ୍ତି I ଏହି ଅବସରରେ ଶ୍ରୀ ଜିନ୍ଦଲ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ଜ୍ଞାପନ କରିଛନ୍ତି I

ପରେ ଗଣମାଧ୍ୟମକୁ ଶ୍ରୀ ଜିନ୍ଦଲ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ସୌଜନ୍ୟ ମୂଳକ ସାକ୍ଷାତକାର ହୋଇଛି I ମୁଖ୍ୟମନ୍ତ୍ରୀ ମଧ୍ଯ ଶିଳ୍ପ ପାଇଁ ସବୁ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି I

Leave A Reply

Your email address will not be published.