ମା’ ବିରଜାଙ୍କ ଶାରଦୀୟ ପୂଜା: ଅକ୍ଟୋବର 10ରେ ମହାଷ୍ଟମୀ

0
  • ପ୍ରକାଶ ପାଇଲା ବାର୍ଷିକ ଉତ୍ସବ ସାରଣୀ

ଯାଜପୁର //TATKAL ODISHA //

ମା’ବିରଜା ଦେବୀଙ୍କ ଶାରଦୀୟ ଦୂର୍ଗୋତ୍ସବ ଓ ବାର୍ଷିକ ଉତ୍ସବର ସାରଣୀ-୨୦୨୪-୨୦୨୫

  • ୧. ଭାଦ୍ରବ ଶୁକ୍ଳପକ୍ଷ ଦ୍ବାଦଶୀ ତିଥି ୬୮ ଅଙ୍କ ୧୪୩୨ ସାଲ -ଦିନ ୩୦ – ଶୁଭସୁନିଆଁ -ଦିବା ୩/୨୭ ପରେ- ଆରମ୍ଭ ୧୫.୯.୨୦୨୪-ରବିବାର- ବନଯାଗବିଧି ଓ ରଥନିର୍ମାଣ ଆରମ୍ଭ- ସେବାୟତଙ୍କ ମଙ୍ଗଳାର୍ପଣ କର୍ମ ।
  • ୨.ଆଶ୍ୱିନ ଦିନ ୦୯- ମୂଳାଷ୍ଟମୀ -ରାତ୍ର ୬/୨୦ ମଧ୍ୟେ – ବ୍ରହ୍ମକୁଣ୍ଡେ ଘଟନିମଜ୍ଜନ-୨୫.୯.୨୦୨୪- ବୁଧବାର-ମହାସ୍ନାନ ସହସ୍ର କୁମ୍ଭାଭିଷେକ- ରାତ୍ର ୮/୪୭ ପରେ -ମା’ଙ୍କ ବେଶ ସଂହାସନେ ଦିବାରାତ୍ରୋ ଷୋଡଶ ଉପଚାର ପୂଜା – କନସୋପରି ପୂଜା ଓ ମୂଳାଷ୍ଟମୀ ରା ତ୍ରୋ ପୂଜାନ୍ତେ ଯଜ୍ଞମଣ୍ଡପେ ଯଜ୍ଞକର୍ମ ।
  • ୩.ତା ୨୬.୯.୨୦୨୪ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଦିବାରାତ୍ରୋ ସିଂହାସନେ ଷୋଡ଼ଶ ଉପଚାର ପୂଜା ଓ କଳସୋପରି ପୂଜା- (ଦିବା ୧୧ ଘଟିକା ଓ ରାତ୍ର ୮ ଘଟିକା)
  • ୪. ଆଶ୍ୱିନ ଦିନ ୧୬- ମା’ ବିରଜାଙ୍କ ରଥାଧିବାସ-ମହାଳୟା ଅମାବାସ୍ୟା-୦୨.୧୦.୨୦୨୪- ବୁଧବାର-ରାତ୍ର ୧୦/୫୮ ପରେ କର୍ମାରମ୍ଭ ।
  • ୫. ଆଶ୍ବିନ ଦିନ ୧୭- ମା’ ବିରଜାଙ୍କ ରଥପ୍ରତିଷ୍ଠା– ପ୍ରତିପଦ- ୦୩.୧୦.୨୦୨୪-ଗୁରୁବାର-ଦିବା ୨/୧୦ ପରେ କର୍ମାରମ୍ଭ – ବିଶ୍ଵକର୍ମାଙ୍କ ଶିରୋପ ଗ୍ରହଣ
  • ୬.ପ୍ରତ୍ୟେହ ଦିବସେ ରଥୋପରି ଷୋଡ଼ ଉପଚାର ପୂଜା ମହାଷ୍ଟମୀ ପର୍ଯ୍ୟନ୍ତ ଓ ରଥଚାଳନା ମହାନବମୀ ପର୍ଯ୍ୟନ୍ତ ପ୍ରତ୍ୟହ ଦିବା ୩/୩୦ ପରେ I
  • ୭. ମହାପଞ୍ଚମୀ -ଦିନ ୨୧-ତା ୭. ୧୦.୨୦୨୪- ସୋମବାର- ମହାସ୍ନାନ-ରାତ୍ର ୭/୫୪ ପରେ- ତତ୍‌ପଶ୍ଚାତ ମା’ଙ୍କ ସୁନାବେଶ-ପୂଜା-ଯଜ୍ଞାରମ୍ଭ ।
  • ୮.ମହାଷ୍ଟମୀ-ଦିନ ୨୪-ତା ୧୦.୧୦.୨୦୨୪-ଗୁରୁବାର- ମହାସ୍ନାନ-ରାତ୍ର ୬/୧୦ ପରେ- ମା’ଙ୍କ ମହାବେଶ- ପୂଜାରମ୍ଭ-ଯଜ୍ଞପୂର୍ଣାହୂତି କର୍ମ
  • ୯.ମହାନବମୀ-ଦିନ୨୫-ତା ୧୧.୧୦.୨୦୨୪-ଶୁକ୍ରବାର- ତର୍ପଣାଦିକର୍ମ ଧନୁଶାୟଜ ଅର୍ପଣ ରାତ୍ରୋ ରଥାବତାରଣ ପୂଜା- ଲାଖବିନ୍ଧା ପ୍ରାନ୍ତରକୁ ଗମନ- ସମୟ ରାତ୍ର ୧୧/୦୮ପରେ । ବିଶେଷ କର୍ମ-ଶିରୋପା ଅର୍ପଣ ।
  • ୧୦.ଚିଜୟା ଦଶମୀ -ଦିନ ୨୬-ତା ୧୨.୧୦.୨୦୨୪ ଶନିବାର- କର୍ମାରମ୍ଭ ରାତ୍ର ୭/୦୮ ପରେ- ମା’ଙ୍କ ଦଶମୀ ବିହିତ ପୂଜା – ଘଟ ବିସର୍ଜନ – ରଥ ବିର୍ଜନ ଓ ସେବାୟତଙ୍କ ମଙ୍ଗଳାର୍ପଣ କର୍ମ ।
  • ୧୧.କୁମାରଉତ୍ସବ ଅକ୍ଷକ୍ରୀଡା – ଦିନ ୩୦-ତା ୧୬.୧୦.୨୦୨୪-ବୁଧବାର- ରାତ୍ର ୬/୪୦ ମଧ୍ୟେ I ପୁରୋଧାଙ୍କ ଶିରୋପା ଗ୍ରହଣ I
  • ୧୨. ମକରସଂକ୍ରାନ୍ତି-ମାଘ-ଦିନ ୦୧-ତା୧୪.୦୧.୨୦୨୫-ମଙ୍ଗଳବାର- ଦିବା ୫/୧୯ ମଧ୍ୟେ -ପୂଜା ଓ ବେଢାରେ ପରିକ୍ରମା ।
  • ୧୩.ମାଘ୧ ୬ ଦିନ-ତ୍ରିବେଣୀ ଅମବାସ୍ୟା -୨୯.୦୧.୨୫-ବୁଧବାର-ମା’ଙ୍କର ସ୍ୱନକ୍ଷତ୍ର ପୂଜା-ମହାସ୍ନାନ-ଦିବା ୭/୧୦ ମଧ୍ୟେ ତତ୍‌ପଶ୍ଚାତ୍ ମା’ଙ୍କ ଶୂନକ୍ଷତ୍ରବେଶ ଓ ଘଟସ୍ଥାପନ- ଷୋଡ଼ଶୋପଚାର ପୂଜା ଓ ଯଜ୍ଞ ମଣ୍ଡପେ ଯଜ୍ଞ ଜର୍ମାରମ୍ଭ |
  • ୧୪. ଫାଲଗୁନ- ଦୋଳପୂର୍ଣିମା-ବିରଜାଦେବୀଙ୍କର- ଦୋଳ ଉତ୍ସବ ଚାଚେରୀକ୍ରୀଡା ପଞ୍ଜିକା ପଠନ-ତା୧୪/୦୩/୨୦୨୫ ଶୁକ୍ରବାର- ଦୋଳମଣ୍ଡପେ ରାତ୍ର ୭/୨୭ ପରେ- ଜ୍ୟୋତିଷଙ୍କ ଶିରୋପା ଗ୍ରହଣ ।

ତଥ୍ୟ : ଟୁନୁ ନନା (MOB -7978014655)

Leave A Reply

Your email address will not be published.