ମାଡ଼ି ଆସୁଛି ବାତ୍ୟା ‘ଦାନା’

ମାଡ଼ି ଆସୁଛି ବାତ୍ୟା ‘ଦାନା’। କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଏହି ବାତ୍ୟା ଧୀରଚଳନ କରି ଉପକୂଳ ମୁହାଁ ହେଉଛି I ଆଗାମୀ 48 ଘଣ୍ଟା ପରେ ତାହା ଅଧିକ ଘନୀଭୂତ ହୋଇ ତାଣ୍ଡବ ରଚିବ I ପ୍ରବଳ ବର୍ଷା ସାଙ୍ଗକୁ ପବନ ବୋହିବ I    ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) କହିଛି ଯେ, ଏବେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ  ଆସନ୍ତା 22ରେ ଅବପାତର ରୂପ ନେବ ଏବଂ 23ରେ  ଅଧିକ ଘନୀଭୂତ ବାତ୍ୟା ରୂପ ନେବ I … Continue reading ମାଡ଼ି ଆସୁଛି ବାତ୍ୟା ‘ଦାନା’