ମା’ଙ୍କୁ ନେଇ ଟ୍ୟୁସନ୍ ସାର୍ ପାର : ଥାନାରେ ଏଫୟାର 

0

ଭୁବନେଶ୍ୱର //TATKAL ODISHA//

ମା’ଙ୍କୁ ନେଇ ଟ୍ୟୁସନ୍ ସାର୍ ପାର I  ଏନେଇ ସ୍ୱାମୀ ଧଉଳି ଥାନାରେ ଦେଲେ ଏଫୟାର I

ଚବିଶ ଘଣ୍ଟା ଧରି ଥାନାଧିକାରୀ ଉଭୟଙ୍କୁ ଖୋଜିବା ପାଇଁ ଜାଲ ବିଛାଇ ଥିଲେ ହେଁ ନୟାନ୍ତ ହୋଇ ଗଲେଣି I 

   ଏଭଳି ଏକ ଅଭାବନୀୟ ଓ ରୋଚକପୂର୍ଣ୍ଣ ଘଟଣା ଘଟିଛି ଭୁବନେଶ୍ୱରସ୍ଥ ଧଉଳି ଅଞ୍ଚଳରେ I 

    ମିଳିଥିବା ସୂଚନାନୁସାରେ  ସ୍ୱାମୀ ସ୍ତ୍ରୀ ଦୁଇ ପିଲା ସହ ଦୀର୍ଘ ବର୍ଷ ଧରି ହେଲା ଧଉଳି ଥାନା ଅଂଚଳରେ ରହୁଛନ୍ତି। ଜଣେ ଟ୍ୟୁସନ୍ ସାର ଉକ୍ତ ପୁଅ ଓ ଝିଅକୁ ପଢ଼ାଇବାକୁ ଘରକୁ ଆସୁଥିଲେ। କାରଣ ପିଲାଙ୍କ ବାବା ନିଜର ବ୍ୟବସାୟ ପାଇଁ ବହୁ ସମୟରେ ବାହାରେ ରହୁଥିଲେ | ସ୍ଵାମୀଙ୍କ ଅନୁପସ୍ଥିତିର ସୁଯୋଗରେ ଟ୍ୟୁସନ ସାରଙ୍କ ସହ ମାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏପରି ହେଲା ଗୁରୁବାର ସନ୍ଧ୍ୟାରେ ମହିଳା ପିଲା ଦୁହିଁଙ୍କୁ ଘରେ ଛାଡ଼ି ଟ୍ୟୁସନ୍ ସାରଙ୍କ ସହ ପାର ହୋଇଯାଇଛନ୍ତି ।

Leave A Reply

Your email address will not be published.