ମାଗିଲେ 7, 200 କୋଟି, ମିଳିଲା 5, 525କୋଟି

0

ଭୁବନେଶ୍ୱର, (ତତ୍କାଳ ଓଡିଶା ବ୍ୟୁରୋ): ରେଳ ବଜେଟରେ ଓଡିଶାକୁ 7, 200 କୋଟି ଟଙ୍କା ଦେବା ପାଇଁ କେନ୍ଦ୍ର ସରକାରଙ୍କ ଥରେ ଦାବି କରିଥିଲେ ରାଜ୍ୟ ସରକାର I ହେଲେ ମିଳିଲା 5, 525 କୋଟି I ଏଥିରେ ନିର୍ମାଣଧୀନ ପ୍ରକଳ୍ପ ଶେଷ କରିବା ଉପରେ ଗୁରୁତ୍ୱ ଦିଆଯାଇଛି I

ଏନେଇ ରାଜ୍ୟ ସରକାର ଖୁସି ନ ଥିବା ଜଣାପଡିଛି I

ଅନ୍ୟ ପକ୍ଷରେ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ଓଡିଶାକୁ ପୁଣି ଥରେ ଉପେକ୍ଷା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି I

Leave A Reply

Your email address will not be published.