ମହିଳାଙ୍କ ହାତରେ ବ୍ରହ୍ମପୁର, ଭୁବନେଶ୍ୱର ମଙ୍ଗ

0

  • ଦୁଇ ମହାନଗର ନିଗମରେ ଏବେ  ମହିଳା ‘ମେୟର’ 
  • ଅସଂରକ୍ଷିତ କଟକ  ମହାନଗର ନିଗମ ମେୟର 

ଭୁବନେଶ୍ୱର,//TATKAL ODISHA//

ମହିଳାଙ୍କ ହାତରେ ବ୍ରହ୍ମପୁର, ଭୁବନେଶ୍ୱର ମଙ୍ଗ I ଏହି ଦୁଇ ମହାନଗର ନିଗମରେ ହେବେ ଏବେ  ମହିଳା ‘ମେୟର’ I

ମାତ୍ର ଅସଂରକ୍ଷିତ ରହିଛି କଟକ ମହାନଗର ନିଗମ (ସିଏମସି)ର ମେୟର  ପଦବୀ I

ବୁଧବାର ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଚିଠା ବିଜ୍ଞପ୍ତି I ସେଥିପାଇଁ ଆପତ୍ତି ଓ  ଅଭିଯୋଗ ନେଇ  ୧୫ ଦିନ ରହିଛି I

ଏହି ସବୁ ନଗର ନିଗମର ମେୟର ସଂରକ୍ଷଣରେ ଯଦି କାହାର କିଛି କହିବାର ଅଛି, ଏହି ଧାର୍ଯ୍ୟ ସମୟ ଭିତରେ ଜଣାଇବାକୁ ନଗର ଉନ୍ନୟନ ବିଭାଗ ସ୍ପଷ୍ଟ କରିଛି I 

Leave A Reply

Your email address will not be published.