ମହାଶିବରାତ୍ରୀରେ ଶୁଣନ୍ତୁ ଭାବ, ଭକ୍ତିର ଭଜନ-ହେ ଆଶୁତୋଷ- ଓଁ ନମଃ ଶିବାୟ ..
- କଣ୍ଠ : ସତ୍ୟବ୍ରତ ସାହୁ
// TATKAL ODISHA //ଭକ୍ତି//
ହର ହର ମହାଦେବ I ସେ ଶିବ, ସେ ମହେଶ୍ୱର I ସେ ଅଶୋତୋଷ, ସେ ଭୋଳାଶଙ୍କର I ସେ ପୁଣି ନୀଳକଣ୍ଠ I
କୋପେବର ତ ତପେବର I ଯିଏ ତାଙ୍କୁ ଭାବ ଓ ଭକ୍ତିର ସହ ଡାକିଛି ମଦଦେବ ତାର ମନୋଵାଞ୍ଛା ପୂର୍ଣ୍ଣ କରିଛନ୍ତି I
ଆସନ୍ତୁ.. ମହାଶିବରାତ୍ରୀ ଉପଲକ୍ଷେ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ବରିଷ୍ଠ ପ୍ରଶାସକ ସତ୍ୟବ୍ରତ ସାହୁଙ୍କ ଭକ୍ତିଭରା ଭଜନ -ହେ ଆଶୁତୋଷ- ଓଁ ନମଃ ଶିବାୟ ଶୁଣିବା..
- ହେ ଆଶୁତୋଷ- ଓଁ ନମଃ ଶିବାୟ
- Singer : ସତ୍ୟବ୍ରତ ସାହୁ
- Lyrics : ଡ. ସନାତନ ପଣ୍ଡା
- Music Director : ବିଶ୍ୱନାଥ ମିଶ୍ର
- Video Artist : Satyabrata Sahu
- Album : ହେ ଆଶୁତୋଷ
ଓଁ ନମୋ ଶିବାୟ
🙏🙏🙏