ଭୋଟ ଦେଲେ ନବୀନ

0
  • ଭୋଟ କେନ୍ଦ୍ରକୁ ଚାଲି ଚାଲି ଗଲେ

ଭୁବନେଶ୍ୱର//TATKAL ODISHA //

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୌର ନିର୍ବାଚନ ପାଇଁ ଭୋଟ ଦେଇଛନ୍ତି I ଭୁବନେଶ୍ୱର ମହାନର ନିଗମର 53 ନମ୍ବର ୱାର୍ଡ ଭୋଟର ତାଲିକାରେ ତାଙ୍କର ନାଁ ଥିବାରୁ ସେ ଭୋଟ ଦେଇଛନ୍ତି I 

   ଗୁରୁବାର ଶ୍ରୀ ପଟ୍ଟନାୟକ ନବୀନ ନିବାସରୁ ଚାଲି ଚାଲି ୫୩ ନଂ ୱାର୍ଡର ବୁଥ୍‌ରେ ପହଞ୍ଚିଲେ ଏବଂ ଭୋଟଦାନ  କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ମତଦାନ ସାବ୍ୟସ୍ତ କରିଥିଲେ I 

Leave A Reply

Your email address will not be published.