ଭି ଭି ଯାଦବ ପୂର୍ତ୍ତ ବିଭାଗ ନୂଆ ସଚିବ

0

ଭୁବନେଶ୍ୱର//TATKAL ODISHA//

ପୂର୍ତ୍ତ ସଚିବ ଥିବା ଡ଼ଃ କିଶନ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ଏହି ଗୁରୁତ୍ୱପୂର୍ଣ ପଦବୀରେ କିଏ ସଚିବ ହେବେ ବୋଲି ଗୁଞ୍ଜରଣ ହେଉଥିଲା I

ଏହାର ପରିସମାପ୍ତି ଘଟିଛି I

ରାଜ୍ୟ ଖାଦ୍ୟ ଓ ଯୋଗାଣ ସଚିବ ଭି ଭି ଯାଦବ ପୂର୍ତ୍ତ ବିଭାଗ ସଚିବ ଦାୟୀତ୍ୱ ତୁଲାଇବେ I

ତେବେ ଶ୍ରୀ ଯାଦବ ନିଜ ବିଭାଗ ସହ ଅତିରିକ୍ତ ଭାବେ ଏହି ଦାୟିତ୍ୱ ନେବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ ହୋଇଛି I

Leave A Reply

Your email address will not be published.