ଭି କେ ପାଣ୍ଡିଆନଙ୍କ ନାମରେ ଏତଲା

0
  • ଅର୍ଥ ତୋଷରପାତ ଅଭିଯୋଗ
  • କ୍ୟାପିଟାଲରେ FIR କଲେ ଆଇନଜୀବୀ ସୁଧୀର ମହାନ୍ତି

ଭୁବନେଶ୍ୱର //TATKAL ODISHA//

ଆଇନଜୀବି ସୁଧୀର ଚରଣ ମହାନ୍ତି କ୍ୟାପିଟାଲ ଥାନାରେ ପୂର୍ବତନ ପ୍ରଶାସକ ଭି କେ ପାଣ୍ଡିଆନଙ୍କ ନାମରେ ଏତଲା ଦାୟର କରିଛନ୍ତି I

ଅର୍ଥ ତୋଷରପାତ ଓ ଖଣି ମାଫିଆଙ୍କ ଠାରୁ ଉତକୋଚ ନେବା ପାଣ୍ଡିଆନଙ୍କ ନାମରେ ଅଭିଯୋଗ ହୋଇଛି I

ଏତଲା ବି ଗ୍ରହଣ ହୋଇଥିବା ଜଣାପଡ଼ିଛି I ମାତ୍ର କେଉଁ ଦଫା ଲାଗିଛି ତାହା ସ୍ପଷ୍ଟ ହୋଇ ନାହିଁ I

Leave A Reply

Your email address will not be published.