ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ ଭାରତୀୟ ଜ୍ୱାଇଁ ରିଷି

0
  • ଚତୁର୍ଥ ରାଉଣ୍ଡ ସୁଦ୍ଧା ଆଗରେ
  • ଲଣ୍ଡନ//TATKAL ODISHA//


ଭାରତର ଜ୍ୱାଇଁ ରିଷି ସୁନକ ବ୍ରିଟେନରେ ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ I ଚତୁର୍ଥ ରାଉଣ୍ଡ ସୁଦ୍ଧା ସେ ଦୁଇ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇ ଦେଇଛନ୍ତି I ତେବେ ଶାସକ ଦଳର ନେତା ବୋରିଶ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଏବେ କାମଚଳା ପ୍ରଧାନମନ୍ତ୍ରୀ ଅଛନ୍ତି I

ବ୍ରିଟେନରେ ସେପ୍ଟେମ୍ବର ୫ରେ ଜଣାପଡ଼ିବ କିଏ ହେବେ ଶାସକ ଦଳ ବା କଞ୍ଜରଭେଟିଭ ପାର୍ଟିର ନେତା I

କିଏ କେତେ ଭୋଟ ପାଇଲେ?
  • ଦଳର ନେତା ହେବା ପାଇଁ ଠିଆ ହୋଇଥିଲେ ୮ ଜଣ I ସେମାନଙ୍କ ପାଖରେ ୨୦ ଏମପିଙ୍କ ସମର୍ଥନ ଥିଲା I -୫ଟି ରାଉଣ୍ଡରେ ଗୋପନ ଭୋଟ ଦେଉଛନ୍ତି ଦଳର ୩୫୮ ଏମପି I
  • ପ୍ରତି ଥର କମ ଭୋଟ ପାଉଥିବା ତଳ ନେତା କଟିବେ ଅନ୍ୟମାନଙ୍କୁ ନେଇ ପୁଣି ଦଳରେ ଭୋଟ ହେବ I
  • -୫ଟି ପର୍ଯ୍ୟାୟରେ ଆଭ୍ୟନ୍ତରୀଣ ଭୋଟ ପରେ ଶେଷ ଦୁଇ ଜଣଙ୍କ ନାଁ ବୁଧବାର ରାତିରେ ଘୋଷଣା ହେବ I
  • ଶେଷ ଦୁଇ ଜଣଙ୍କ ଭିତରୁ ଇଲୋକଟ୍ରୋନିକ ଭୋଟରେ ଦଳର ନେତା ବାଛିବେ ୧.୬୦ ଲକ୍ଷ ଦଳୀୟ ସଦସ୍ୟ।
  • ଶେଷ ଦୁଇ ନେତାଙ୍କ ଭିତରେ ନୀତି ନେଇ ବିତର୍କ ହେବ ଓ ଦଳର କର୍ମୀ ବାଛିବେ ନେତା
  • #################################
Advt

Leave A Reply

Your email address will not be published.