ବିଷ୍ଣୁପଦ ଗିରଫ ହୋଇପାରିବେ ନାହିଁ, ହାଇକୋର୍ଟଙ୍କ ପୁଣି ଅନ୍ତରୀଣ ସୁରକ୍ଷା
- ଭୁବନେଶ୍ୱର//TATKAL ODISHA//
ସିବିଆଇ ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଗିରଫ କରିପାରିବ ନାହିଁ । ତାଙ୍କୁ ହାଇକୋର୍ଟ ପୁଣି ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ।
ମଙ୍ଗଳବାର ଏହି ଶୁଣାଣି ହୋଇଛି I ହାଇକୋର୍ଟ ଏହି ସୁରକ୍ଷା ବଳବତ୍ତର ରଖିଛନ୍ତି । ପରବର୍ତ୍ତୀ ଶୁଣାଣି ୧୮ ତାରିଖରେ ହେବ I

ଗତ ଗତ ୧୮ ତାରିଖରେ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦଙ୍କ ଘରେ ସିବିଆଇ ଚଢ଼ାଉ କରିଥିଲା I ଏହି ଚଢ଼ାଉ ବେଳେ ସବିଆଇର ୮ ଜଣ ଟିମ୍ ସାମିଲ ଥିଲେ। ଏହାକୁ ବିରୋଧ କରି ବିଷ୍ନୁପଦ ହାଇକୋର୍ଟରେ ଦ୍ୱାରସ୍ତ ହୋଇଥିଲେ I