ବିଭିନ୍ନ ନିଗମରେ ଅଧ୍ୟକ୍ଷ ନିଯୁକ୍ତି ଖୁବଶୀଘ୍ର
- ବିଜେପି କୋର କମିଟି ବୈଠକରେ ଅପାତତଃ ସ୍ଥିର
ଭୁବନେଶ୍ୱର //TATKAL ODISHA //
ରାଜ୍ୟରେ ବିଭିନ୍ନ ନିଗମ, ବୋର୍ଡ ଓ କମିଶନରେ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ I ଚଳିତ ମାସ ଶେଷ ସୁଦ୍ଧା ତାହା ଶେଷ ହେବ I
ଶୁକ୍ରବାର TATKAL ODISHAକୁ ବିଜେପି କୋର୍ କମିଟି ବୈଠକ ପରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଏହି ସୂଚନା ଦେଇଛନ୍ତି I

- , କୋର କମିଟି ବୈଠକରେ ନିଗମ, କମିଶନ, ଜିଲ୍ଲା ଯୋଜନା ବୋର୍ଡକୁ ନେଇ ଆଲୋଚନା ହୋଇଛି Iସାଂଗଠନିକ ନିର୍ବାଚନ, ରାଜ୍ୟ ସଭାପତି ଚୟନକୁ ନେଇ ଆଲୋଚନା ହୋଇଛି I
- ୮ ମାସରେ ସରକାରଙ୍କ ଗତିବିଧି ଓ କାର୍ଯ୍ୟକୁ ନେଇ ମଧ୍ୟ ଆଲୋଚନା ହୋଇଛି I
- ସରକାର ଓ ସଂଗଠନ ଭିତରେ କିପରି ସମନ୍ବୟ ରହିବ କାର୍ଯ୍ୟ ତ୍ୱରାନ୍ୱିତ ହେବା ନେଇ ଖସଡ଼ା ପ୍ରସ୍ତୁତ ହୋଇଛି I