ବିଧାନସଭା ସଚିବଙ୍କୁ କରୋନା
ଭୁବନେଶ୍ୱର//TATKAL ODISHA//
ବିଧାନସଭା ସଚିବ ସଚିବ ଦାଶରଥୀ ଶତପଥୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛି I
ତାଙ୍କ ଡ୍ରାଇଭର ପଜିଟିଭ୍ ଚିହ୍ନଟ ହୋଇ ଥିଲେ I
ପୂର୍ବରୁ ଦାଶରଥୀଙ୍କ ବ୍ୟକ୍ତିଗତ ସଚିବ ବି କରୋନାରେ ଆକ୍ରାନ୍ତ ହୋଇଥିଲେ I
କରୋନା ସଂକ୍ରମଣ ପାଇଁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହକୁ ଆସୁ ନଥିବା ଜଣାପଡ଼ିଛି I
- TATKAL ODISHA ର ପୂର୍ବ ରିପୋର୍ଟ ଦେଖନ୍ତୁ..
ପ୍ରଥମ କରି ମୁଖ୍ୟମନ୍ତ୍ରୀ ଗୃହକୁ ଆସିବେ !
ପ୍ରଥମ କରି ମୁଖ୍ୟମନ୍ତ୍ରୀ ଗୃହକୁ ଆସିବେ !