ବିଜୟଙ୍କ ବିସ୍ଫୋରକ ବୟାନ:ହାଇଦରକୁ ଖସାଇ ଦିଆଯାଇଛି

0

ଭୁବନେଶ୍ୱର //ତତ୍କାଳ ଓଡିଶା//

ହାଇଦରକୁ ନେଇ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ବିସ୍ଫୋରକ ବୟାନ ଦେଇଛନ୍ତି I

ବିଜୟ କହିଛନ୍ତିଯେ, ହାଇଦର ଫେରାର ହେବା ପଛରେ ବଡ଼ ଅଫିସରଙ୍କର ସଂପୃକ୍ତି ରହିଛି । ସୁପରିକଳ୍ପିତ ଓ ଯୋଜନାବଦ୍ଧ ଭାବେ ହାଇଦରକୁ ଫେରାର କରାଯାଇଛି ।

ଫେରାରର ସତ୍ୟ ଘଟଣାକୁ ଲୁଚେଇବାକୁ ଚେଷ୍ଟା କରାଯାଉଛି । ପ୍ରଥମେ ଏସଟିଏଫ ମୁଖ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ।

ଡିଜି, ଏସଟିଏଫ ମୁଖ୍ୟ, ଏଡ଼ିଜି, ଡିସିପି ନିଜ ଦାୟିତ୍ୱ ଠିକରେ ତୁଲାଇବାକୁ ସେ କହିଛନ୍ତି ।

Leave A Reply

Your email address will not be published.