ବିଜେଡି ମେୟର ପ୍ରାର୍ଥୀ ଘୋଷଣା

0
  • ଭୁବନେଶ୍ୱର -ସୁଲୋଚନା ଦାସ
  • କଟକ – ସୁବାଷ ସିଂ
  • ବ୍ରହ୍ମପୁର – ସଂଘମିତ୍ରା ଦଳେଇ

ଭୁବନେଶ୍ୱର//TATKAL ODISHA//

ନିର୍ବାଚନ ହେବାକୁ ଥିବା ରାଜ୍ୟର ୩ ମହାନଗର ନିଗମ ମେୟର ପ୍ରାର୍ଥୀ ଘୋଷଣା କଲା ବଜେଡି ।

ଭୁବନେଶ୍ୱର ମେୟର ପ୍ରାର୍ଥୀ ହେଲେ ସୁଲୋଚନା ଦାସ, ବହ୍ମପୁର ପାଇଁ ପ୍ରାର୍ଥୀ ହେଲେ ସଂଘମିତ୍ରା ଦଳେଇ, କଟକ ମେୟର ପ୍ରାର୍ଥୀ ହେଲେ ସାଂସଦ ସୁବାଷ ସିଂ I

ରାଜ୍ୟ ଭିନ୍ନକ୍ଷମ କମିଶନର ଭାବେ ଏବେ ଦାୟିତ୍ୱ ତୁଲାଉଛନ୍ତି ସୁଲୋଚନା ଦାସ ।

Leave A Reply

Your email address will not be published.