ବିଜେଡିର ନୂଆ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା : ରବୀନ୍ଦ୍ର ଜେନାଙ୍କୁ ଖୋର୍ଦ୍ଧା ଜିଲ୍ଲା ଦାୟିତ୍ୱ

0
  • ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସର୍ବାଧିକ ଚାରି ଜିଲ୍ଲା ଯଥା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁରର ଦାୟିତ୍ୱ ଦିଆଯାଇଛି ।
  • ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ମିଳିଛି ଗଜପତି ଓ ରାୟଗଡ଼ା ଦାୟିତ୍ବ । 
  • ଭୁବନେଶ୍ୱର//TATKAL ODISHA//

ନିର୍ବାଚନ 2024 ପୂର୍ବରୁ ବିଜେଡି ତାର ରଣନୀତିକୁ ଆହୁରି ଶାଣିତ କରିଛି I ଦଳର ଆଭ୍ୟନ୍ତରୀଣ ସ୍ଥିତିକୁ ମଜଭୁତ କରିବା ଉଦେଶ୍ୟରେ ତୃଣମୂଳ ସଂଗଠନକୁ ସଜାଡ଼ି ଦେବାକୁ ଚେଷ୍ଟା କରିଛି I ସେଇକ୍ରମରେ 30 ଜିଲ୍ଲାର ନୂଆ ପର୍ଯ୍ୟବେକ୍ଷକଙ୍କୁ ନୂଆ ଦାୟିତ୍ୱ ନ୍ୟସ୍ତ ହୋଇଛି I

  • ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କୁ ନିଯୁକ୍ତି ଦିଆଯାଇଛି I

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I

ଦେଖନ୍ତୁ ତାଲିକା…

*ବିଜେଡି ପର୍ଯ୍ୟବେକ୍ଷକ ତାଲିକା

ଅନୁଗୁଳ- ପ୍ରଣବ ପ୍ରକାଶ ଦାସ
ବାଲେଶ୍ୱର- ପ୍ରତାପ କେଶରୀ ଦେବ
ବରଗଡ଼- ସୁଧୀର କୁମାର ସାମଲ
ଭଦ୍ରକ- ପ୍ରତାପ ଜେନା
ବଲାଙ୍ଗୀର- ସୁଶାନ୍ତ ସିଂହ
ଦେବଗଡ଼- ଅମରେଶ ଜେନା
କଟକ- ପ୍ରଫୁଲ୍ଲ ମଲ୍ଲିକ
ଢ଼େଙ୍କାନାଳ- ପ୍ରଣବ ପ୍ରକାଶ ଦାସ
ଗଜପତି- ଅତନୁ ସବ୍ୟସାଚୀ ନାୟକ
ରାୟଗଡ଼ା- ଅତନୁ ସବ୍ୟସାଚୀ ନାୟକ
ଜଗତସିଂହପୁର- ଡ. ଅରୁଣ କୁମାର ସାହୁ
କନ୍ଧମାଳ- ବିଜୟ ନାୟକ
କେନ୍ଦ୍ରାପଡ଼ା- ଶ୍ରୀମତୀ ପ୍ରମିଳା ମଲ୍ଲିକ
କେନ୍ଦୁଝର- ପ୍ରଣବ ପ୍ରକାଶ ଦାସ
ଖୋର୍ଦ୍ଧା- ରବୀନ୍ଦ୍ର କୁମାର ଜେନା
କୋରାପୁଟ- ଦିବ୍ୟଶଙ୍କର ମିଶ୍ର
ମାଲକାନଗିରି- ଦିବ୍ୟଶଙ୍କର ମିଶ୍ର
ନବରଙ୍ଗପୁର- ଈଶ୍ୱର ପାଣିଗ୍ରାହୀ
ନୟାଗଡ଼- ପଦ୍ମନାଭ ବେହେରା
ନୂଆପଡ଼ା- ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ
ପୁରୀ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ସମ୍ବଲପୁର- ପ୍ରଣବ ପ୍ରକାଶ ଦାସ
ସୁନ୍ଦରଗଡ଼- ପ୍ରୀତିରଞ୍ଜନ ଘଡ଼େଇ
କଳାହାଣ୍ଡି- ପ୍ରଣବ ବଳବନ୍ତରାୟ
ଗଞ୍ଜାମ- ପ୍ରଦୀପ କୁମାର ଅମାତ
ବୌଦ୍ଧ- ସୌଭାଗ୍ୟ ନାୟକ
ଯାଜପୁର- ଅଶୋକ ଚନ୍ଦ୍ର ପଣ୍ଡା
ଝାରସୁଗୁଡ଼ା- ସାରଦା ପ୍ରସାଦ ନାୟକ
ମୟୁରଭଞ୍ଜ- ପ୍ରଶାନ୍ତ ମୁଦୁଲି
ସୁବର୍ଣ୍ଣପୁର- ଦେବେଶ ଆଚାର୍ଯ୍ୟ

Leave A Reply

Your email address will not be published.