ବିଏମସି ୱାର୍ଡ ସଂରକ୍ଷଣ : କଭି ଖୁସି, କଭି ଗମ

0

  • ୱାର୍ଡ – ଓବିସି -୧୮,ଏସସି -୬, ଏସଟି -୩, ସାଧାରଣ- ୨୦
  • ୨୦୧୧ଜନସଂଖ୍ୟା  ଅନୁସାରେ  ନିର୍ବାଚନ ହେବ
  • ଭୁବନେଶ୍ୱର//TATKAL ODISHA//:

 ପଞ୍ଚାୟତ ନିର୍ବାଚନ ପରେ ପରେ ହେବ ପୌର ନିର୍ବାଚନ। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ କରିଛି I ହେଲେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି I କଭି ଖୁସି, କଭି ଗମ ସ୍ଥିତି I 

– ୱାର୍ଡ ସଂଖ୍ୟା ବଢିବନି

– ପୂର୍ବରୁ ଥିବା ୬୭ଟି ୱାର୍ଡ ରହିବ  

– ଭୁବନେଶ୍ୱର ମହାମନଗର ନିଗମର ୬୭ଟି ୱାର୍ଡରୁ ୧୮ଟି ୱାର୍ଡରେ ଓବିସି ,୬ଟି ୱାର୍ଡ ଏସସି , ୩ଟି ୱାର୍ଡରେ ଏସଟି ,୨୦ଟି ୱାର୍ଡ ମହିଳା ଏବଂ ଅବଶିଷ୍ଟ ୨୦ ଟି ୱାର୍ଡ ଅଣସଂରକ୍ଷିତ ରହିବ I  

ଅନ୍ୟପଟେ ବିଏମସିରେ ସାମିଲ ହେବ ଆଉ ୬ଟି ପଞ୍ଚାୟତ । ସେଗୁଡିକ ହେଲା ସୁବୁଦ୍ଧିପୁର, କଳାରାହାଙ୍ଗ,ପାତ୍ରପଡା, ଶଙ୍କରପୁର ,ଭଗବାନପୁର ଓ ପାଇକରାପୁର ପଞ୍ଚାୟତ। ଏସବୁ ପଞ୍ଚାୟତ ଗୁଡିକରେ ଆଗକୁ ପଞ୍ଚାୟତ ନିର୍ବାଚନ ହେବ ନାହିଁ  ମହିଳାଙ୍କ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି ।

୨୦୧୧ଜନସଂଖ୍ୟା  ଅନୁସାରେ  ନିର୍ବାଚନ ହେବ ।

Leave A Reply

Your email address will not be published.