ବାସ୍ତୁଗୃହ -21: ପ୍ଲଟର ଉଭୟ ଉତ୍ତର ଓ ପଶ୍ଚିମ ଦିଗରେ ରାସ୍ତା ଥିଲେ କରିବେ କଣ?

0
  • ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
  • TATKAL ODISHA// ବାସ୍ତୁ ବିଜ୍ଞାନ //

+++++++++++++++++++++++++++++++++++++

  • ଉତ୍ତର ଓ ପଶ୍ଚିମାଭିମୁଖୀ ଭୂଖଣ୍ଡ (North & WEST SIDE Plot) :

***************************************************

ଭୂଖଣ୍ଡର ଉତ୍ତର ଓ ପଶ୍ଚିମ ଉଭୟ ପାର୍ଶ୍ବରେ ସଡ଼କ ଥିଲେ, ଉତ୍ତର ଓ ପଶ୍ଚିମାଭିମୁଖୀ ଭୂଖଣ୍ଡ କହନ୍ତି । ଏ ପ୍ରକାର ଭୂଖଣ୍ଡରେ ଗୃହ ନିର୍ମାଣ କଲେ ନିମ୍ନସୂଚିତ ନିୟମ ପ୍ରତି ଦୃଷ୍ଟି ଦେବା ଉଚିତ ।

  • କ) ମୁଖ୍ୟ ଫାଟକ ଉତ୍ତର-ପଶ୍ଚିମ କୋଣର ପଶ୍ଚିମ ଦିଗକୁ କିମ୍ବା | ନୂ ଉତ୍ତର-ପୂର୍ବ ଦିଗର ଉତ୍ତର ପାର୍ଶ୍ଵ କୁ କରାଯାଇପାରେ ।

  • ଖ) ମୁଖ୍ୟ ଦ୍ୱାର ଉତ୍ତର-ପଶ୍ଚିମ କୋଣର ପଶ୍ଚିମପାର୍ଶ୍ବକୁ କରିବା ଏ ଉଚିତ ।

  • ଗ) ପଶ୍ଚାତ୍‌ପାର୍ଶ୍ଵ ଦ୍ଵାରଟି ଉତ୍ତର-ପୂର୍ବ କୋଣର ପୂର୍ବ ପାର୍ଶ୍ଵରେ କିମ୍ବା ଉତ୍ତର-ପୂର୍ବର ଉତ୍ତର ଦିଗକୁ କରାଯାଇପାରେ ।

ଦେଖନ୍ତୁ ପୂର୍ବ ରିପୋର୍ଟ..

//ବାସ୍ତୁବିଜ୍ଞାନ-20//
ପ୍ଲଟର ଉଭୟ ଉତ୍ତର ଓ ପୂର୍ବ ଦିଗରେ ସଡ଼କ ଥିଲେ କ’ଣ କରିବେ?

ବାସ୍ତୁଗୃହ-20: ପ୍ଲଟର ଉଭୟ ଉତ୍ତର ଓ ପୂର୍ବ ଦିଗରେ ସଡ଼କ ଥିଲେ କ’ଣ କରିବେ?

Leave A Reply

Your email address will not be published.